ଜାଗରଣ
ମୋ' କବିତା,
କଲ୍ପନା ଜଲ୍ପନା ପୁଣି
ସତ୍ୟା ସତ୍ୟକୁ ନେଇ
କାଗଜ ପୃଷ୍ଠାରେ ଆଙ୍କେ
ସୁନ୍ଦର ଛବି...।
କଲ୍ପନା ଜଲ୍ପନା ପୁଣି
ସତ୍ୟା ସତ୍ୟକୁ ନେଇ
କାଗଜ ପୃଷ୍ଠାରେ ଆଙ୍କେ
ସୁନ୍ଦର ଛବି...।
ଏକଦା କୁ-ସଂସ୍କାର ହଟାଇ,
ଜନମନକୁ ଏକ ରଜ୍ଜୁରେ ବନ୍ଧୁଥିଲା-
ଏଇ କବି...।
ଜନମନକୁ ଏକ ରଜ୍ଜୁରେ ବନ୍ଧୁଥିଲା-
ଏଇ କବି...।
କିନ୍ତୁ...,
ଆଜି ସମସ୍ତେ ବ୍ୟସ୍ତ
କାମ, କ୍ରୋଧ, ଲୋଭେ...
କାହୁଁ ଆସିବ ଜାଗରଣ ।
ଆଜି ସମସ୍ତେ ବ୍ୟସ୍ତ
କାମ, କ୍ରୋଧ, ଲୋଭେ...
କାହୁଁ ଆସିବ ଜାଗରଣ ।
ଦିଅ ଶକ୍ତି...
ବହିଯାଉ ଭାଷା କଲମରୁ...
ହଟିଯିବ କାମ, କ୍ରୋଧ, ଲୋଭ
ପୁଣି ଫେରୁ ନବ ଜାଗରଣ ।
ବହିଯାଉ ଭାଷା କଲମରୁ...
ହଟିଯିବ କାମ, କ୍ରୋଧ, ଲୋଭ
ପୁଣି ଫେରୁ ନବ ଜାଗରଣ ।
No comments:
Post a Comment