ପରିବେଶ
ଶାନ୍ତ ହେଲେ ପରିବେଶ
ମନ ହୁଏ ହରଷ,
ବ୍ୟାପାର କରିବକୁ-
ମନ ସାଥେ ମନର... ।
ମନ ହୁଏ ହରଷ,
ବ୍ୟାପାର କରିବକୁ-
ମନ ସାଥେ ମନର... ।
କିନ୍ତୁ...
ଅଶାନ୍ତ ପରିବେଶ
ଭରିଦିଏ ମନରେ ବିଷ,
ଅନ୍ୟକୁ ଦେଇ ଆଘାତ-
ପିଆଏ ବିଛ୍ଛେଦର ଜହର... ।
ଅଶାନ୍ତ ପରିବେଶ
ଭରିଦିଏ ମନରେ ବିଷ,
ଅନ୍ୟକୁ ଦେଇ ଆଘାତ-
ପିଆଏ ବିଛ୍ଛେଦର ଜହର... ।
ଗୋଟି ଗୋଟି ମୋତିକୁ ନେଇ
ଗଢିଥିବା ମାଳି
ବିଛ୍ଛୁରିତ ହୁଏ
ଗୋଟିଏ ସୁତାର ବିହୁନେ...
ଗଢିଥିବା ମାଳି
ବିଛ୍ଛୁରିତ ହୁଏ
ଗୋଟିଏ ସୁତାର ବିହୁନେ...
ନୀଳ ଆକାଶରେ
ଘୋଟିଯାଏ ଅନ୍ଧକାର
ଖଣ୍ଡ ଖଣ୍ଡ କଳା ମେଘ ଆଗମନେ... ।
ଘୋଟିଯାଏ ଅନ୍ଧକାର
ଖଣ୍ଡ ଖଣ୍ଡ କଳା ମେଘ ଆଗମନେ... ।
ସୁନ୍ଦର ଫୁଲଟି
ଦେଖାଯାଏ ଅସୁନ୍ଦର
କେବଳ ଗୋଟିଏ ପାଖୁଡା କାଢିନେଲେ...
ଦେଖାଯାଏ ଅସୁନ୍ଦର
କେବଳ ଗୋଟିଏ ପାଖୁଡା କାଢିନେଲେ...
ସେହିଭଳି...,
ସମ୍ପର୍କ ମଧ୍ୟରେ
ଦେଖାଦିଏ ଦୂରତ୍ଵ
ଭରିଯାଏ ପୀଡନର ଜ୍ଵାଳା
ମନରେ ଶଙ୍କା ରହିଗଲେ... ।
ସମ୍ପର୍କ ମଧ୍ୟରେ
ଦେଖାଦିଏ ଦୂରତ୍ଵ
ଭରିଯାଏ ପୀଡନର ଜ୍ଵାଳା
ମନରେ ଶଙ୍କା ରହିଗଲେ... ।
No comments:
Post a Comment