ସୃଷ୍ଟି
କିଃ ଚମତ୍କାର ସୃଷ୍ଟି !
ଚମତ୍କାର ତା'ର ପ୍ରତିଟି ବିନ୍ଦୁ
ସ୍ରଷ୍ଟାର ଯାନ୍ତ୍ରିକ ମସ୍ତିଷ୍କ
ସୃଜିଛି ଏକ ଭାଗ ସ୍ଥଳ
ସାଥେ ତିନି ଭାଗ ଜଳ...।
ଚମତ୍କାର ତା'ର ପ୍ରତିଟି ବିନ୍ଦୁ
ସ୍ରଷ୍ଟାର ଯାନ୍ତ୍ରିକ ମସ୍ତିଷ୍କ
ସୃଜିଛି ଏକ ଭାଗ ସ୍ଥଳ
ସାଥେ ତିନି ଭାଗ ଜଳ...।
ଦେଇଛି ସେ
ସୂର୍ଯ୍ୟର ପ୍ରକୋପେ
ଉନ୍ମାଦିତ ଦିନ...
ଚନ୍ଦ୍ର କିରଣେ
ଲୋଭନୀୟ
ରାତ୍ରିର ଯୌବନ...।
ସୂର୍ଯ୍ୟର ପ୍ରକୋପେ
ଉନ୍ମାଦିତ ଦିନ...
ଚନ୍ଦ୍ର କିରଣେ
ଲୋଭନୀୟ
ରାତ୍ରିର ଯୌବନ...।
ଭରିଛି ସେ...
ପାହାଡ, ପର୍ବତ, ନଦୀ, ଝରଣା
ଜୀବନ ବି ଦେଇଛି ତା' ମଧ୍ୟେ
କରିଛି ସୃଷ୍ଟିକୁ ସୁନ୍ଦର...।
ପାହାଡ, ପର୍ବତ, ନଦୀ, ଝରଣା
ଜୀବନ ବି ଦେଇଛି ତା' ମଧ୍ୟେ
କରିଛି ସୃଷ୍ଟିକୁ ସୁନ୍ଦର...।
No comments:
Post a Comment